https://kanaknews.com/18-civil-servant-wrote-letter-to-cm-naveen-patnaik/
ମୁଖ୍ୟମନ୍ତ୍ରୀଙ୍କୁ ୧୮ ପୂର୍ବତନ ଆଇଏଏସ୍ ଅଫିରସଙ୍କ ଚିଠି । ରାଜ୍ୟର ସୂଚନା ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବି କରିବା ସହ ତୁରନ୍ତ ନୂତନ ଆଇନ୍ ଲାଗୁ କରିବା ପାଇଁ ଦାବି ଜଣାଇଲେ ।